or_tn/mat/27/40.md

8 lines
1.0 KiB
Markdown

# If you are the Son of God, come down from the cross
ସେମାନେ ପ୍ରକୃତରେ ବିଶ୍ବାସ କଲେ ନାହିଁ ଯେ ଯୀଶୁ ଈଶ୍ବରଙ୍କ ପୁତ୍ର ଥିଲେ I ପୁଣି ସେମାନେ ଯାହା କହୁଥିଲେ ସତ୍ୟ ଅଟେ କି ନାହିଁ ପ୍ରମାଣିତ କରିବାକୁ ଚାହୁଁଥିଲେ I ଅନ୍ୟ ଏକ ଅନୁବାଦରେ: “ତୁ ଯଦି ଈଶ୍ବରଙ୍କ ପୁତ୍ର, ତେବେ ଆପଣାକୁ ରକ୍ଷାକରି କୃଶରୁ ଓହ୍ଲାଇ ଆସି ପ୍ରମାଣିତ କର” (ଦେଖ: [[rc://*/ta/man/translate/figs-explicit]])
# the Son of God
ଏହା ଖ୍ରୀଷ୍ଟଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ତାହାଙ୍କ ସହିତ ଈଶ୍ବରଙ୍କ ସମ୍ପର୍କକୁ ବର୍ଣନା କରେ I (ଦେଖ: [[rc://*/ta/man/translate/guidelines-sonofgodprinciples]])