or_tn/mat/27/25.md

852 B

May his blood be on us and our children

ଏଠାରେ “ରକ୍ତପାତ” ଜଣେ ବ୍ୟକ୍ତିର ମୃତ୍ୟୁର ଲକ୍ଷଣ ସୁଚକ ଅଟେ I “ଆମ୍ଭମାନଙ୍କ ଉପରେ ଓ ଆମ୍ଭମାନଙ୍କ ପିଲାମାନଙ୍କ ଉପରେ ବର୍ତ୍ତୁ” ବାକ୍ୟାଂଶ ଏକ ରୁଢିପଦ ଅଟେ ଯାହାର ଅର୍ଥ ସେମାନେ ଯାହା ଘତୁଅଛି ତାହାର ଉତ୍ତରଦାୟୀ ରହିବେ I ଅନ୍ୟ ଏକ ଅନୁବାଦରେ: “ହଁ, ଆମ୍ଭେମାନେ ଓ ଆମ୍ଭମାନଙ୍କ ପିଲାମାନେ ତାହାର ମୃତ୍ୟୁର ଦାୟୀ ରହିବେ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-idiom]])