or_tn/mat/27/03.md

1.8 KiB

General Information:

ଏହି ଘଟଣା ଯିହୁଦୀ ନେତାମାନଙ୍କର ମହାସଭାରେ ଯୀଶୁଙ୍କ ବିଚାର ପରେ ପରେ ଘଟିଲା, କିନ୍ତୁ ଆମ୍ଭେମାନେ ଜାଣିନାହୁଁ ଯେ ଏହା ପିଲାତଙ୍କ ସମ୍ମୁଖରେ ଯୀଶୁଙ୍କ ବିଚାର ସମୟରେ କିମ୍ବା ପୂର୍ବରୁ ଘଟିଲା I (ଦେଖ: rc://*/ta/man/translate/figs-events)

Connecting Statement:

ଲେଖକ ଯୀଶୁଙ୍କ ବିଚାର କହିବା ବନ୍ଦ କରି ଦିଅନ୍ତି ଯେପରି ସେ ଯିହୁଦା ଆପଣାର କିପରି ଜୀବନ ନେଲା କହି ପାରିବେ

Then when Judas

ଯଦି ତୁମ ଭାଷାରେ ଗୋଟିଏ ନୁଆ କାହାଣୀ ଆରମ୍ଭ ହେବାର ମାଧ୍ୟମ ଅଛି, ତୁମେ ଏଠାରେ ତାହାକୁ ବ୍ୟବହାର କରିପାର I

that Jesus had been condemned

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ସମସ୍ତ ଯିହୁଦୀ ନେତା ତାହାଙ୍କ ବିପକ୍ଷରେ ମନ୍ତ୍ରଣା କଲେ” (ଦେଖ: rc://*/ta/man/translate/figs-activepassive)

the thirty pieces of silver

ଯୀଶୁଙ୍କ ସହିତ ବିଶ୍ବାସ ଘାତକତା କରିବା ନିମନ୍ତେ ପ୍ରଧାନ ଯାଜକ ଯିହୁଦାଙ୍କୁ ଏହି ରୌପ୍ୟ ମୁଦ୍ରା ଦେଇଥିଲେ I ଦେଖ ତୁମେ ଏହାକୁ ମାଥିଉ ୨୬:୧୫ରେ କିପରି ଅନୁବାଦ କରିଅଚ୍ଛ I