or_tn/mat/26/54.md

885 B

But how then would the scriptures be fulfilled, that this must happen?

ଯୀଶୁ ପ୍ରଶ୍ନ ଦ୍ବାରା ପ୍ରକାଶ କଲେ ଯେ ସେ କାହିଁକି ଏହି ସୈନ୍ୟମାନଙ୍କୁ ତାହାଙ୍କୁ ବନ୍ଦୀ କରିବାକୁ ଅନୁମତି ଦେଲେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯଦି ମୁଁ ତାହା କଲି, ତେବେ ଏହି ପ୍ରକାର ଘଟିବ ବୋଲି ଧର୍ମଶାସ୍ତ୍ରର ବାକ୍ୟ କି ପ୍ରକାରେ ସଫଳ ହେବ ଇଅହ ଈଶ୍ବର କହିଥିଲେ” (ଦେଖ: [[rc:///ta/man/translate/figs-rquestion]] ଓ [[rc:///ta/man/translate/figs-activepassive]])