or_tn/mat/26/52.md

1.1 KiB
Raw Permalink Blame History

who take up the sword

“ଖଗ୍ଦ” ଶବ୍ଦ ଜଣକୁ ବଧ କରିବା ନିମନ୍ତେ ବ୍ୟବହୃତ ହେଉଥିବା ଏକ ଅସ୍ତ୍ରର ଲକ୍ଷଣ ସୁଚକ ଶବ୍ଦ ଅଟେ I ଏହି ଅନ୍ତର୍ନିହିତ ସୂଚନାକୁ ସ୍ପଷ୍ଟଭାବେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ଅନ୍ୟମାନଙ୍କୁ ବଧ କରିବା ନିମନ୍ତେ ଖଗ୍ଦ ଧରନ୍ତି” କିମ୍ବା “ଯେଉଁମାନେ ଅନ୍ୟମାନଙ୍କୁ ବଧ କରିବା ଚାହାନ୍ତି” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-explicit]])

sword will perish by the sword

ଖଗ୍ଦ ଦ୍ବାରା ବିନଷ୍ଟ ହେବା ଅର୍ଥାତ ଖଗ୍ଦ କିମ୍ବା “ଖଗ୍ଦ ଏହି ଖଗ୍ଦ ଦ୍ବାରା କହିଜଣେ ସେମାନଙ୍କୁ ବଧ କରିବେ”