16 lines
1.4 KiB
Markdown
16 lines
1.4 KiB
Markdown
# Now ... Seize him
|
|
|
|
ଏଠାରେ ମୁଖ୍ୟ ବିବରଣୀରେ ବିରତିକୁ ଚିହ୍ନିତ କରିବା ନିମନ୍ତେ “ବର୍ତ୍ତମାନ” ଶବ୍ଦ ବ୍ୟବହାର ହୋଇଛି I ଏଠାରେ ମାଥିଉ ଯିହୁଦା ବିଷୟରେ ପୃଷ୍ଠଭୁମି ତଥ୍ୟ ଓ ଯୀଶୁଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରିବା ଯୋଜନା ବିଷୟରେ ଉଲ୍ଲେଖ କରିଛନ୍ତି I (ଦେଖ: [[rc://*/ta/man/translate/writing-background]])
|
|
|
|
# saying, ""Whomever I kiss, he is the one. Seize him.
|
|
|
|
ଏହି ପ୍ରତ୍ୟକ୍ଷ ଉଦ୍ଧୃତ ବାକ୍ୟଗୁଡିକୁ ପରୋକ୍ଷ ଉଦ୍ଧୃତ ବାକ୍ୟଭାବରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଏହା କହି ତାହାଙ୍କୁ ଚୁମ୍ବନ କଲା ତାହାଙ୍କୁ ବନ୍ଦୀ କରିବ” (ଦେଖ: [[rc://*/ta/man/translate/figs-quotations]])
|
|
|
|
# Whomever I kiss
|
|
|
|
ମୁଁ ଯାହାଙ୍କୁ ଚୁମ୍ବନ ଦେବି କିମ୍ବା “ଯେଉଁ ଲୋକକୁ ଚୁମ୍ବନ କରିବି”
|
|
|
|
# kiss
|
|
|
|
ଏହା ଜଣେ ଗୁରୁଙ୍କୁ ଶୁଭକାମନା ମନାଶିଵାକୁ ବୁଝାଏ I
|