or_tn/mat/26/45.md

1.9 KiB

Are you still sleeping and taking your rest?

ଶିଷ୍ୟମାନେ ନିଦ୍ରିତ ହେବାରୁ ଯୀଶୁ ସେମାନଙ୍କୁ ଅନୁଯୋଗ କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ମୁଁ ଦୁଖିତ ଯେ ତୁମ୍ଭେମାନେ ଏପର୍ଯ୍ୟନ୍ତ ନିଦ୍ରିତ ଓ ବିଶ୍ରାମ କରୁଅଛ !” (ଦେଖ: rc://*/ta/man/translate/figs-rquestion)

the hour is at hand

ଏହା ଏକ ରୁଢୀ ଅଟେI ପରିବର୍ତ୍ତନ ଅନୁବାଦ: “ସମୟ ଉପସ୍ଥିତ” (ଦେଖ:rc://*/ta/man/translate/figs-idiom)

the Son of Man is being betrayed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କହିଜଣେ ମନୁଷ୍ୟପୁତ୍ରଙ୍କ ସହ ବିଶ୍ବାସଘାତ କରୁଅଛି” (ଦେଖ: rc://*/ta/man/translate/figs-activepassive)

the Son of Man

ଯୀଶୁ ଆପଣାକୁ ତୃତୀୟ ପୁରୁଷଭାବରେ ବ୍ୟକ୍ତ କରୁଛନ୍ତି I (ଦେଖ: rc://*/ta/man/translate/figs-123person)

betrayed into the hands of sinners

ଏଠାରେ “ହାତଗୁଡିକ” ଶକ୍ତି ଓ କ୍ଷମତାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଛି” କିମ୍ବା “ସମର୍ପଣ କଲା ଯେ ପାପିମାନଙ୍କ ତାହାଙ୍କ ଉପରେ କ୍ଷମତା ଅଛି” (ଦେଖ: rc://*/ta/man/translate/figs-metonymy)

Look

ମୁଁ କଣ କହିବାକୁ ଯାଉଅଛି ଧ୍ୟାନର ସହିତ ଶୁଣ