or_tn/mat/26/42.md

28 lines
2.5 KiB
Markdown

# He went away
ଯୀଶୁ ଚାଲିଗଲେ
# a second time
ପ୍ରଥମ ଥର [ମାଥିଉ ୨୬:୩୯](./26/39.md)ରେ ବର୍ଣନା କରା ଯାଇଅଛି I (ଦେଖ: [[rc://*/ta/man/translate/translate-ordinal]])
# My Father
ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣନା କରେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
# if this cannot pass away unless I drink it
ଯଦି ପାନ ନକଲେ ଏହି ପାତ୍ର ମୋଠାରୁ ଦୁର ହୋଇ ନପାରେ I ଯୀଶୁ ଯେଉଁ କାର୍ଯ୍ୟ ନିଶ୍ଚିତ କରିବେ ସେହି କାର୍ଯ୍ୟ ବିଷୟରେ କହୁଛନ୍ତି ଯେପରି ଏହା ଏତେ ତିକ୍ତ ତରଳ ପଦାର୍ଥ ଯାହା ପାନ କରିବାକୁ ଈଶ୍ବର ଆଦେଶ ଦେଇଛନ୍ତି I (ଦେଖ: [[rc://*/ta/man/translate/figs-metaphor]])
# if this
ଏଠାରେ “ଏହି” ପାତ୍ରକୁ ଓ ଏଥିମଧ୍ୟରେ ଥିବା ପଦାର୍ଥକୁ ବୁଝାଏ, ଦୁଖଭୋଗ କରିବା ନିମନ୍ତେ ଏକ ରୁପକ ଅଟେ, ଯେପରି [ମାଥିଉ ୨୬:୩୯](../26/39.md)ରେ ଉଲ୍ଲେଖ କରା ଯାଇଅଛି I (ଦେଖ: [[rc://*/ta/man/translate/figs-metaphor]])
# unless I drink it
ଏହି ପାନ ନ କରିବା ପର୍ଯ୍ୟନ୍ତ ବା “ଯେପର୍ଯ୍ୟନ୍ତ ମୁଁ ଏହି ପାତ୍ର ରୁପକ ଦୁଖଭୋଗ କରିନାହିଁ I” ଏଠାରେ “ଏହା” ପାତ୍ର ଓ ଏଥି ମଧ୍ୟରେ ଥିବା ପଦାର୍ଥକୁ ବୁଝାଏ, ଯେପରି ([ମାଥିଉ ୨୬:୩୯](../26/39.md))ରେ ଉଲ୍ଲେଖ ଅଛି I (ଦେଖ: [[rc://*/ta/man/translate/figs-metaphor]])
# your will be done
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: ମାତ୍ର ତୁମ୍ଭେ ଯେପରି ଇଛା କର ତାହା ଘଟୁ” କିମ୍ବା “ତୁମ୍ଭେ ଯାହା ଇଛା କର ତାହା କର” (ଦେଖ: [[rc://*/ta/man/translate/figs-activepassive]])