or_tn/mat/26/24.md

1.3 KiB

The Son of Man

ଯୀଶୁ ଆପଣାକୁ ତୃତୀୟ ପୁରୁଷରେ ବ୍ୟକ୍ତ କରୁଛନ୍ତି I (ଦେଖ: rc://*/ta/man/translate/figs-123person)

will go

ଏଠାରେ “ଯାଅ” ନମ୍ର ଭାବରେ ମୃତ୍ୟୁକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ ସେ ମୃତ୍ୟୁବରଣ କରିବେ” କିମ୍ବା “ମୃତ୍ୟୁବରଣ କରିବେ” (ଦେଖ: rc://*/ta/man/translate/figs-euphemism)

just as it is written about him

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେପରି ତାହାଙ୍କ ବିଷୟରେ ଭାବାବାଦୀମାନଙ୍କ ଶାସ୍ତ୍ରରେ ଲେଖିଛନ୍ତି” (ଦେଖ: rc://*/ta/man/translate/figs-activepassive)

that man by whom the Son of Man is betrayed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯେଉଁ ଲୋକ ଦ୍ବାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେବେ ” (ଦେଖ: rc://*/ta/man/translate/figs-activepassive)