or_tn/mat/26/22.md

935 B

Surely not I, Lord?

ନିଶ୍ଚିତରୁପେ ମୁଁ ନୁହେଁ, ପ୍ରଭୁ ସେ କଣ ମୁଁ ? ସାମ୍ଭାବିତ ଅର୍ଥଗୁଡିକ ୧) ଏହା ଏକ ଅଳଙ୍କାରିକ ପ୍ରଶ୍ନ ଅଟେ ଯେହେତୁ ପ୍ରେରିତମାନେ ନିଶ୍ଚୟ ଯେ ସେମାନେ ଯୀଶୁଙ୍କ ସହିତ ବିଶ୍ବାସଘାତ କରିବେ ନାହିଁ I ଅନ୍ୟ ଏକ ଅନୁବାଦରେ: “ପ୍ରଭୁ, ମୁଁ କେବେହେଲେ ବିଶ୍ବାସଘାତ କରିବି ନାହିଁ” କିମ୍ବା “ଏହା ଏକ ଭାବ ବୁଝାଉଥିବା ପ୍ରଶ୍ନ ଯେହେତୁ ଯୀଶୁଙ୍କ ଉକ୍ତି ସେମାନଙ୍କୁ ଅସୁବିଧା ଓ ଦ୍ବନ୍ଦରେ ପକାଉଛି I (ଦେଖ: rc://*/ta/man/translate/figs-rquestion)