or_tn/mat/26/18.md

2.3 KiB
Raw Permalink Blame History

He said, ""Go into the city to a certain man and say to him, 'The Teacher says, ""My time is at hand. I will keep the Passover at your house with my disciples.""'

ଏଥିରେ ଉଦ୍ଧୃତ ବାକ୍ୟ ମଧ୍ୟରେ ଉଦ୍ଧୃତ ବାକ୍ୟ ଅଛି I ତୁମେ କିଛି ପ୍ରତ୍ୟକ୍ଷ ଉଦ୍ଧୃତ ବାକ୍ୟକୁ ପରୋକ୍ଷ ଉଦ୍ଧୃତ ବାକ୍ୟଭାବେ ବ୍ୟକ୍ତ କରିପାର I ଅନ୍ୟ ଏକ ଅନୁବାଦରେ: “ସେ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ ନଗର ଭିତରକୁ ଜଣେ ଲୋକର ଘରକୁ ଯାଇ କୁହ ପ୍ରଭୁ କହିଛନ୍ତି, ‘ମୋର ସମୟ ସନ୍ନିକଟ, ମୁଁ ମୋହର ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବି” କିମ୍ବା “ସେ ତାଙ୍କଙ୍କ ଶିଷ୍ୟମାନଙ୍କୁ କହିଲେ, ନଗର ଭିତରେ ନିର୍ଦ୍ଧିଷ୍ଟ ଲୋକ ନିକଟକୁ ଯାଇ ତାହାଙ୍କୁ କୁହ ଯେ ପ୍ରଭୁଙ୍କର ସମସ୍ୟା ସନ୍ନିକଟ ଏଣୁ ସେ ଶିଷ୍ୟମାନଙ୍କ ସହିତ ତୁମ୍ଭ ଗୃହରେ ନିସ୍ତାର ପର୍ବ ପାଳନ କରିବେ I” (ଦେଖ: [[rc:///ta/man/translate/figs-quotesinquotes]] ଓ [[rc:///ta/man/translate/figs-quotations]])

My time

ସାମ୍ଭାବିତ ଅର୍ଥଗୁଡିକ ୧) “ଯେଉଁ ସମୟ ବିଷୟରେ ମୁଁ ତୁମ୍ଭମାନଙ୍କୁ କହିଅଛି” କିମ୍ବା ) “ମୋ ନିମନ୍ତେ ଈଶ୍ବର ଯେଉଁ ସମୟ ଧାର୍ଯ୍ୟ କରିଛନ୍ତି I”

is at hand

ସାମ୍ଭାବିତ ଅର୍ଥଗୁଡିକ ୧) “ସନ୍ନିକଟ” କିମ୍ବା ) “ଉପସ୍ଥିତ” (ଦେଖ: rc://*/ta/man/translate/figs-idiom)

keep the Passover

ନିସ୍ତାର ଭୋଜ ପାଳନ କଲେ କିମ୍ବା “ବିଶେଷ ଖାଦ୍ୟ ଦ୍ବାରା ନିସ୍ତାର ପର୍ବ ପାଳନ କରିବା”