or_tn/mat/26/06.md

862 B

Connecting Statement:

ଏହା ଯୀଶୁଙ୍କ ମୃତ୍ୟୁ ପୂର୍ବରୁ ଜଣେ ମହିଳା ବହୁମୁଲ୍ୟ ସୁଗନ୍ଧି ତୈଳ ଢାଳିବା ବିଷୟର ବିବରଣୀରୁ ଆରମ୍ଭ ହୁଏ I

Now

ଏହି ଶବ୍ଦ ବିବରଣୀରେ ଏକ ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର ହୋଇଅଛି I ଏଠାରେ ମାଥିଉ ବିବରଣୀର ଏକ ନୁତନ ଭାଗ କହିବାକୁ ଆରମ୍ଭ କରନ୍ତି I

Simon the leper

ଏହା ସୁଚିତ କରେ ଯେ ସେହି ବ୍ୟକ୍ତି ଯାହାଙ୍କୁ ଯୀଶୁ କୃଷ୍ଠରୋଗରୁ ସୁସ୍ଥ କରିଥିଲେ I (ଦେଖ: rc://*/ta/man/translate/figs-explicit)