or_tn/mat/25/34.md

2.2 KiB

the King ... his right hand

ଏଠାରେ “ରାଜା” ମନୁଷ୍ୟ ପୁତ୍ରଙ୍କ ନିମନ୍ତେ ଅନ୍ୟ ଏକ ସଜ୍ଞା ଅଟେ I ଯୀଶୁ ଆପଣାକୁ ତୃତୀୟ ବ୍ୟକ୍ତି ରୁପେ ସମ୍ବୋଧନ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେ, ରାଜା… ମୋହର ଦକ୍ଷିଣ ପାର୍ଶ୍ବ” (ଦେଖ: rc://*/ta/man/translate/figs-123person)

Come, you who have been blessed by my Father

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ ଆସ, ମୋହର ପିତାଙ୍କ ଆଶୀର୍ବାଦ ପାତ୍ରମାନେ“ (ଦେଖ: rc://*/ta/man/translate/figs-activepassive)

my Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ ଯାହା ଈଶ୍ବର ଓ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ I (ଦେଖ: rc://*/ta/man/translate/guidelines-sonofgodprinciples)

inherit the kingdom prepared for you

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମମାନଙ୍କ ନିମନ୍ତେ ଈଶ୍ବର ପ୍ରସ୍ତୁତ କରିଥିବା ରାଜ୍ୟର ଅଧିକାରୀ ହୁଅ” (ଦେଖ: rc://*/ta/man/translate/figs-activepassive)

inherit the kingdom prepared for you

ଏଠାରେ “ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ରାଜତ୍ବର ଆଶୀର୍ବାଦ ପାତ୍ରମାନେ ଯାହା ସେ ତୁମମାନଙ୍କୁ ଦେବା ନିମନ୍ତେ ଯୋଜନା କରିଛନ୍ତି” (ଦେଖ: rc://*/ta/man/translate/figs-metonymy)

from the foundation of the world

ଜଗତର ସୃଷ୍ଟିର ଆରମ୍ଭରୁ