or_tn/mat/25/33.md

547 B

He will place the sheep on his right hand, but the goats on his left

ଏହା ଏକ ରୁପକ ଅଟେ ଯାହାର ଅର୍ଥ ମନୁଷ୍ୟ ପୁତ୍ର ଲୋକମାନଙ୍କୁ ଅଲଗା(ପୃଥକ) କରିବେ I ସେ ତାହାଙ୍କ ଦକ୍ଷିଣ ପାର୍ଶ୍ବରେ ଧାର୍ମିକମାନଙ୍କୁ ଓ ଅଧାର୍ମିକ (ପାପୀ)ମାନଙ୍କୁ ବାମ ପାର୍ଶ୍ବରେ ରଖିବେ I (ଦେଖ: rc://*/ta/man/translate/figs-metaphor)