or_tn/mat/25/24.md

1.3 KiB

ଯୀଶୁ ଦାସ ଓ ତୋଡା ସମ୍ବନ୍ଧରେ ଦୃଷ୍ଟାନ୍ତ କହିବା ଜାରି ରଖିଛନ୍ତି I (ଦେଖ: [[rc:///ta/man/translate/figs-parables]] ଓ [[rc:///ta/man/translate/translate-bmoney]])

You reap where you did not sow, and you harvest where you did not scatter

“ତୁମେ ଯେଉଁଠାରେ ବୁଣି ନଥାଅ ସେହିଠାରେ ଅମଳ କରିଥାଅ” ଆଉ ଯେଉଁଠାରେ ଶସ୍ୟ ଉଡାଇ ନଥାନ୍ତି, ସେଠାରେ ସଂଗ୍ରହ କରନ୍ତି” ଶବ୍ଦଗୁଡିକର ଅର୍ଥ ସମାନ I ସେଗୁଡିକ ଏପରି ଜଣେ କୃଷକକୁ ବୁଝାଏ ଯେଉଁମାନେ ଅନ୍ୟମାନଙ୍କ କ୍ଷେତରୁ ଶସ୍ୟ ସଂଗ୍ରହ କରନ୍ତି I ଏହି ଦୃଷ୍ଟାନ୍ତରେ ବ୍ୟବହୃତ ଦାସ ଶବ୍ଦ ପ୍ରଭୁଙ୍କୁ ଦୋଷାରୋପ କରିବା ଅର୍ଥରେ ଅନ୍ୟମାନଙ୍କର ନ୍ୟାର୍ଯ୍ୟକୁ ନେବାକୁ ବୁଝାଏ I (ଦେଖ: rc://*/ta/man/translate/figs-parallelism)

scatter

ଶସ୍ୟ ଉଡାଇବା I ଏହା ଭୁମିରେ ଯତ୍ନ ସହକାରେ ବୀଜ ବୁଣିବାକୁ ବୁଝାଏ I