or_tn/mat/25/13.md

544 B

you do not know the day or the hour

ଏଠାରେ “ଦିନ” ଓ ‘ଦଣ୍ଡ” ସଠିକ ସମୟକୁ ନିଦର୍ଶନ କରେ I ଅନ୍ତର୍ନିହିତ ସୂଚନାକୁ ସ୍ପଷ୍ଟକରି କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କେତେବେଳେ ମନୁଷ୍ୟ ପୁତ୍ରଙ୍କର ଆଗମନ ହେବ ତୁମେ ସଠିକ ସମୟ ଜାଣି ନାହଁ” (ଦେଖ: rc://*/ta/man/translate/figs-metonymy)