or_tn/mat/25/08.md

653 B

The foolish said to the wise

ଏହି ନାମମାତ୍ର ବିଶେଷଣକୁ ବିଶେଷଣରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ନିର୍ବୁଦ୍ଧି କନ୍ୟା ସୁବୁଦ୍ଧି କନ୍ୟାଙ୍କୁ କହିଲେ” (ଦେଖ: rc://*/ta/man/translate/figs-nominaladj)

our lamps are going out

ଏହା ଏକ ରୁଢିପଦ ଅଟେ I ଅନ୍ୟ ଏକ ଅନୁବାଦରେ: “ଆମମାନଙ୍କ ଦୀପ ସବୁ ଲିଭିବାକୁ ବସିଲାଣି” (ଦେଖ: rc://*/ta/man/translate/figs-idiom)