or_tn/mat/24/48.md

1.1 KiB

ଯୀଶୁ ବ୍ୟାଖ୍ୟା ଶେଷ କରିବା ନିମନ୍ତେ ଜଣେ ଗୃହକର୍ତ୍ତାଙ୍କ ନିତିକଥା ବ୍ୟବହାର କରୁଛନ୍ତି ଯାହା ତାହାଙ୍କ ଆଗମନ ନିମନ୍ତେ ଯେପରି ତାଙ୍କର ଶିଷ୍ୟମାନେ ଜାଗ୍ରତ ରହିବେ I (ଦେଖ: rc://*/ta/man/translate/writing-proverbs)

says in his heart

ଏଠାରେ “ହୃଦୟ” ମନକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ମନରେ ଚିନ୍ତା କଲେ” (ଦେଖ: rc://*/ta/man/translate/figs-metonymy)

My master has been delayed

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ମୋହର ପ୍ରଭୁଙ୍କ ଆଗମନ ବିଳମ୍ବ ହେଉଅଛି” କିମ୍ବା “ମୋହର ପ୍ରଭୁ ଦୀର୍ଘ ଦିନ ଧରି ଆଗମନ କରିବେ ନାହିଁ” (ଦେଖ: rc://*/ta/man/translate/figs-activepassive)