or_tn/mat/24/45.md

1.3 KiB

Connecting Statement:

ଯୀଶୁ ବ୍ୟାଖ୍ୟା କରିବା ନିମନ୍ତେ ଜଣେ ଗୃହକର୍ତ୍ତାଙ୍କ ନିତିକଥା କହିବା ଜାରି ରଖିଛନ୍ତି ଯାହା ତାହାଙ୍କ ଆଗମନ ନିମନ୍ତେ ଯେପରି ତାହାଙ୍କ ଶିଷ୍ୟମାନେ ଜାଗ୍ରତ ରହିବେ I

So who is the faithful and wise servant whom his master ... time?

ଯୀଶୁ ଏହି ପ୍ରଶ୍ନ ବ୍ୟବହାର ଦ୍ବାରା ଶିଷ୍ୟମାନଙ୍କୁ ଚିନ୍ତା କରିବାକୁ ଦେଲେ I ଅନ୍ୟ ଏକ ଅନୁବାଦରେ: “ଏଣୁ ଏପରି ବିଶ୍ବସ୍ତ ଓ ବୁଦ୍ଧିମାନ ଦାସ କିଏ ? ସେ ଏପରି ଜଣେ ଯାହାଙ୍କୁ ତାହାର ପ୍ରଭୁ … ସମୟ I” କିମ୍ବା “ବିଶ୍ବସ୍ତ ଓ ବୁଦ୍ଧିମାନ ଦାସ ପରି ହୁଅ, ଯାହାଙ୍କଠାରେ ପ୍ରଭୁ … ସମୟ” (ଦେଖ: rc://*/ta/man/translate/figs-rquestion)

give them their food

ପ୍ରଭୁଙ୍କ ଗୃହରେ ଲୋକମାନଙ୍କୁ ସେମାନଙ୍କର ଖାଦ୍ୟ ଦିଏ