or_tn/mat/24/35.md

8 lines
1.1 KiB
Markdown

# Heaven and the earth will pass away
“ସ୍ବର୍ଗ” ଓ “ପୃଥିବୀ” ଶବ୍ଦ ଗୁଡିକ ରୁପକାତ୍ମକ ଅଟନ୍ତି ଯାହା ଈଶ୍ବରଙ୍କ ସୃଷ୍ଟିର ସମସ୍ତ ବିଷୟକୁ ଅନ୍ତର୍ହିତ କରେ, ବିଶେଷ କରି ଯେଉଁ ପଦାର୍ଥ ଗୁଡିକ ସ୍ଥାୟୀ ପରି ମନେ ହୁଏ I ଯୀଶୁ କହୁଛନ୍ତି ଯେ ତାହାଙ୍କ ବାକ୍ୟ, ସେହି ପଦାର୍ଥ ଗୁଡିକ ପରି, ଚିରସ୍ଥାୟୀ ଅଟେ I ଅନ୍ୟ ଏକ ଅନୁବାଦରେ: “ଆକାଶ ଓ ପୃଥିବୀ ଲୋପ ପାଇବ” (ଦେଖ: [[rc://*/ta/man/translate/figs-synecdoche]])
# my words will never pass away
ଏଠାରେ “ବାକ୍ୟ” ଯୀଶୁ ଯାହା କହିଲେ ତାହାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୁଁ ସର୍ବଦା ସତ୍ୟ କହେ” (ଦେଖ: [[rc://*/ta/man/translate/figs-metonymy]])