or_tn/mat/24/31.md

1.2 KiB

He will send his angels with a great sound of a trumpet

ସେ ମହାତୁରୀଧ୍ବନୀ ସହିତ ଆପଣା ଦୁତମାନଙ୍କୁ ପ୍ରେରଣ କରିବେ କିମ୍ବା “ତାହାଙ୍କର ଜଣେ ଦୁତ ତୁରୀ ବଜାଇବ, ଓ ସେ ଆପଣା ଦୁତ ପ୍ରେରଣ କରିବେ”

He ... his

ଯୀଶୁ ଆପଣାକୁ ତୃତୀୟ ବଚନରେ ସମ୍ବୋଧନ କରନ୍ତି I (ଦେଖ: rc://*/ta/man/translate/figs-123person)

they will gather

ତାହାଙ୍କ ଦୁତମାନେ ଏକତ୍ର କରିବେ

his elect

ମନୁଷ୍ୟ ପୁତ୍ରଙ୍କ ଦ୍ବାରା ମନୋନିତ ଲୋକମାନଙ୍କୁ

from the four winds, from one end of the sky to the other

ଉଭୟର ଅର୍ଥ ଏକ ଅଟେ I ସେଗୁଡିକ ରୁଢିପଦ ଅଟନ୍ତି ଯାହାର ଅର୍ଥ “ପ୍ରତ୍ୟକ ସ୍ଥାନରୁ ବା ସବୁଆଡୁ” I ଅନ୍ୟ ଏକ ଅନୁବାଦରେ: “ପୃଥିବୀର ସବୁ ସ୍ଥାନରୁ” (ଦେଖ: [[rc:///ta/man/translate/figs-parallelism]] ଓ [[rc:///ta/man/translate/figs-idiom]])