or_tn/mat/24/24.md

768 B

so as to lead astray, if possible, even the elect

ଏଠାରେ “ଭ୍ରାନ୍ତ କରିବେ” ଏକ ରୁପକ ଅଟେ ଯାହାର ଅର୍ଥ ଅସତ୍ୟ ଉପରେ ପର୍ଯ୍ୟବେଶିତ ବିଷୟଗୁଡିକରେ ବିଶ୍ବାସ ଜାଗ୍ରତ କରାଇବା I ଏହାକୁ ଦୁଇଟି ବାକ୍ୟଭାବରେ ଅନୁବାଦ କରାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଅନେକଙ୍କୁ ଭଣ୍ଡ (ପ୍ରତାରଣା) କରିବେ, ଯଦି ସମ୍ଭବ ହୁଏ, ଏପରିକି ମନୋନିତଙ୍କୁ ପ୍ରତାରଣା କରିବେ I” (ଦେଖ: rc://*/ta/man/translate/figs-metaphor)