or_tn/mat/24/11.md

764 B

will rise up

ଏଠାରେ “ଉଠବେ” “ସ୍ଥାପିତ ହେବେ” ନିମନ୍ତେ ଏକ ରୁଢି ପଦ ଅଟେ I ଅନ୍ୟ ଏକ ଅନୁବାଦରେ: “ଆସିବେ” (ଦେଖ: rc://*/ta/man/translate/figs-idiom)

and lead many astray

ଏଠାରେ “ଭ୍ରାନ୍ତ… କରିବେ” ଏକ ରୁପକ ଅଟେ ଯାହାର ଅର୍ଥ ଅସତ୍ୟ ଉପରେ ପର୍ଯ୍ୟବେଶିତ ବିଷୟଗୁଡିକରେ ବିଶ୍ବାସ ଜାଗ୍ରତ କରିବେ I ଅନ୍ୟ ଏକ ଅନୁବାଦରେ: “ଅନେକଙ୍କୁ ଭଣ୍ଡ (ପ୍ରତାରଣା) କରିବେ“ (ଦେଖ: rc://*/ta/man/translate/figs-metaphor)