or_tn/mat/24/09.md

12 lines
1.3 KiB
Markdown

# they will deliver you up to tribulation and kill you
ସେହି ସମୟରେ ଲୋକମାନେ ତୁମ୍ଭମାନଙ୍କୁ କ୍ଲେଶଭୋଗ କରିବା ପାଇଁ ସମର୍ପଣ କରିବେ ଓ ତୁମ୍ଭମାନଙ୍କୁ କ୍ଲେଶ ଦେବେ ଓ ବଧ କରିବେ I
# You will be hated by all the nations
ଏଠାରେ “ଜାତି” ଲକ୍ଷଣସୁଚକ ଶବ୍ଦ ଅଟେ, ଲୋକମାନଙ୍କ ଜାତିଗୁଡିକୁ ବୁଝାଏ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଆଉ ତୁମ୍ଭେମାନେ ଲୋକମାନଙ୍କ ସମସ୍ତ ଜାତି ଦ୍ବାରା ଘୃଣିତ ହେବ” (ଦେଖ: [[rc://*/ta/man/translate/figs-activepassive]] ଓ [[rc://*/ta/man/translate/figs-metonymy]])
# for my name's sake
ଏଠାରେ “ନାମ” ଜଣେ ସମ୍ପୁର୍ଣ୍ଣ ବ୍ୟକ୍ତିଙ୍କୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯେହେତୁ ତୁମ୍ଭେମାନେ ମୋତେ ବିଶ୍ବାସ କର” (ଦେଖ: [[rc://*/ta/man/translate/figs-metonymy]])