or_tn/mat/24/08.md

481 B

the beginning of birth pains

ଏହିସବୁ ବିଷୟ ପ୍ରସବ ବେଦନା ସମୟରେ ଜଣେ ସ୍ତ୍ରୀ ଯେପରି ଅନୁଭବ କରେ ତାହାକୁ ବୁଝାଏ I ଏହି ରୁପକର ଅର୍ଥ ଏହି ଯୁଦ୍ଧ, ଦୁର୍ଭିକ୍ଷ, ଓ ଭୁମିକମ୍ପ ଯୁଗାନ୍ତ ଶେଷ ହେବାର ଆରମ୍ଭ ମାତ୍ର I (ଦେଖ: rc://*/ta/man/translate/figs-metonymy)