or_tn/mat/24/04.md

565 B

Be careful that no one leads you astray

ଏଠାରେ “ତୁମ୍ଭ ମାନଙ୍କୁ ଭ୍ରାନ୍ତ ନକରୁ” ଯାହା ସତ୍ୟ ନୁହେଁ ତାହାକୁ ବିଶ୍ବାସ କରିବା ନିମନ୍ତେ ପ୍ରବର୍ତ୍ତାଇବାର ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ସାବଧାନ, କେହି ଯେପରି ତୁମ୍ଭମାନଙ୍କୁ ପ୍ରତାରଣା ନକରେ” (ଦେଖ: rc://*/ta/man/translate/figs-metaphor)