or_tn/mat/23/32.md

735 B

You also fill up the measure of your fathers

ଯୀଶୁ ଏହି ରୁପକ ବ୍ୟବହାର କରିବାର ଅର୍ଥ ଯେ ଫାରୁଶୀମାନେ ସମ୍ପୁର୍ଣ୍ଣରୁପେ ଦୁଷ୍ଟ ଆଚ୍ଚରଣ କରୁଥିଲେ ଯେ ସେମାନଙ୍କ ପିତୃପୁରୁଷ ଆରମ୍ଭ କରିଥିଲେ ଯେଉଁସମୟରେ ସେମାନେ ଭାବବାଦୀମାନଙ୍କୁ ହତ୍ୟା କଲେ I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ନିଜ ନିଜ ପିତୃପୁରୁଷଙ୍କ ପରିମାଣ ପୁର୍ଣ୍ଣ କର” (ଦେଖ: rc://*/ta/man/translate/figs-metaphor)