or_tn/mat/23/19.md

1.2 KiB

blind people

ଯିହୁଦୀ ନେତାମାନେ ଆତ୍ମିକଭାବେ ଅନ୍ଧ ଥିଲେ I ଯଦିଓ ସେମାନେ ଆପଣାକୁ ଶିକ୍ଷକ ମନେ କରୁଥିଲେ, ସେମାନେ ଈଶ୍ବରଙ୍କ ସତ୍ୟତାକୁ ବୁଝିବାକୁ ଅସମର୍ଥ ଥିଲେ I (ଦେଖ: rc://*/ta/man/translate/figs-metaphor)

Which is greater, the gift or the altar that makes the gift holy?

ଯୀଶୁ ଏହି ପ୍ରଶ୍ନ ମାଧ୍ୟମରେ ଫାରୁଶୀମାନଙ୍କ ଉପରେ ବିରକ୍ତ ହେଲେ କାରଣ ସେମାନେ ବେଦୀ ନିକଟରୁ ନିବେଦ୍ୟକୁ ପ୍ରାଧାନ୍ୟ ଦିଅନ୍ତି I ଅନ୍ୟ ଏକ ଅନୁବାଦରେ: “ଯେଉଁ ବେଦୀ ନିବେଦ୍ୟକୁ ପବିତ୍ର କରେ ତାହା ନିବେଦ୍ୟ ଅପେକ୍ଷା ଅଧିକ ପ୍ରାଧାନ୍ୟ ଅଟେ !” (ଦେଖ: rc://*/ta/man/translate/figs-rquestion)

the altar that makes the gift holy

ବେଦୀ ଈଶ୍ବରଙ୍କ ନିକଟରେ ନିବେଦ୍ୟକୁ ବିଶେଷଭାବେ ସ୍ଥାପନ କରେ