or_tn/mat/23/18.md

1.2 KiB

And

ଏହି ତଥ୍ୟକୁ ସ୍ପଷ୍ଟ ଭାବେ ବର୍ଣ୍ଣନା କରିବା ଉଚିତ I ଅନ୍ୟ ଏକ ଅନୁବାଦରେ: “ପୁଣି ତୁମ୍ଭେମାନେ କହୁଥାଅ” (ଦେଖ: rc://*/ta/man/translate/figs-ellipsis)

it is nothing

ସେ ଯାହା ଶପଥ କରିଅଛି ତାହା କିଛି ନୁହେଁ କିମ୍ବା “ସେ ତାହାର ଶପଥକୁ ପାଳନ କରେ ନାହିଁ”

the gift

ଏହା ଗୋଟିଏ ପଶୁ କିମ୍ବା ଶସ୍ୟ ଅଟେ ଯାହା ଜଣେ ବ୍ୟକ୍ତି ଈଶ୍ବରଙ୍କ ବେଦୀରେ ଅର୍ପଣ କରେ I

is bound to his oath

ସେ ତାହା ମାନତ କରିଅଛି I ଜଣେ ବ୍ୟକ୍ତି ଯାହା ମାନତ କରିଅଛି ଆବଶ୍ୟକ କରେ ଶପଥରେ ପ୍ରକାଶ କରେ ଯେପରି ସେ ଶପଥ ରକ୍ଷା କରିବାକୁ ବନ୍ଧା ଅଟେ I ଅନ୍ୟ ଏକ ଅନୁବାଦରେ: “ଯାହା ଶପଥ କରିଅଛି ସେ ନିଶ୍ଚୟ ପାଳନ କରିବ” (ଦେଖ: rc://*/ta/man/translate/figs-metaphor)