or_tn/mat/23/17.md

12 lines
1.3 KiB
Markdown

# blind fools
ଯିହୁଦୀ ନେତାମାନେ ଆତ୍ମିକଭାବେ ଅନ୍ଧ ଥିଲେ I ଯଦିଓ ସେମାନେ ଆପଣାକୁ ଶିକ୍ଷକ ମନେ କରୁଥିଲେ, ସେମାନେ ଈଶ୍ବରଙ୍କ ସତ୍ୟତାକୁ ବୁଝିବାକୁ ଅସମର୍ଥ ଥିଲେ I (ଦେଖ: [[rc://*/ta/man/translate/figs-metaphor]])
# Which is greater, the gold or the temple that makes the gold holy?
ଯୀଶୁ ଏହି ପ୍ରଶ୍ନ ମାଧ୍ୟମରେ ଫାରୁଶୀମାନଙ୍କ ଉପରେ ବିରକ୍ତ ହେଲେ କାରଣ ସେମାନେ ମନ୍ଦିର ଅପେକ୍ଷା ସ୍ବର୍ଣ୍ଣକୁ ପ୍ରାଧାନ୍ୟ ଦେଲେ I ଅନ୍ୟ ଏକ ଅନୁବାଦରେ: “ଯେଉଁ ମନ୍ଦିରରେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ପବିତ୍ର ଭାବେ ଉତ୍ସର୍ଗ କରିଅଛ ତାହା ସ୍ବର୍ଣ୍ଣ ଠାରୁ ଅଧିକ ପ୍ରାଧାନ୍ୟ ଅଟେ !” (ଦେଖ: [[rc://*/ta/man/translate/figs-rquestion]])
# the temple that makes the gold holy
ମନ୍ଦିରରେ ସୁବର୍ଣ୍ଣ କେବଳ ଈଶ୍ବରଙ୍କର ଅଟେ