or_tn/mat/23/15.md

956 B

you go over sea and land

ଏହି ରୁଢି ଅଟେ ଯାହାର ଅର୍ଥ ସେମାନେ ଦୁର ସ୍ଥାନକୁ ଯାଆନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ବହୁଦୁରକୁ ଯାତ୍ରା କରୁଅଛ” (ଦେଖ: rc://*/ta/man/translate/figs-idiom)

to make one convert

ତୁମ୍ଭେମାନେ ଜଣକୁ ତୁମ୍ଭମାନଙ୍କ ଧର୍ମାବଲମ୍ବୀ କରିବା ନିମନ୍ତେ

son of hell

ଏଠାରେ “ପୁତ୍ର” ଏକ ରୁଢି ଅଟେ ଯାହାର ଅର୍ଥ “ଜଣକର ସମ୍ପତ୍ତି” I ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ନରକର ପାତ୍ର “ କିମ୍ବା “ଯେଉଁ ବ୍ୟକ୍ତିମାନେ ନର୍କକୁ ଯିବେ” (ଦେଖ: rc://*/ta/man/translate/figs-idiom)