or_tn/mat/21/42.md

32 lines
3.2 KiB
Markdown

# General Information:
ଯୀଶୁ ଦେଖାଇବା ନିମନ୍ତେ ଯିଶାଇୟ ଭାବବାଦୀଙ୍କ ବାକ୍ୟ ଉଦ୍ଧୃତ କଲେ ଯେ ଧାର୍ମିକ ନେତାମାନେ ଯାହାଙ୍କୁ ପ୍ରତ୍ୟାଖ୍ୟାନ କରନ୍ତି ତାହାଙ୍କୁ ଈଶ୍ବର ସମ୍ମାନିତ କରିବେ I
# Connecting Statement:
ଏଠାରେ ଯୀଶୁ ଦୁଷ୍ଟ ଦାସର ଦୃଷ୍ଟାନ୍ତକୁ ବୁଝାଇବାକୁ ଆରମ୍ଭ କରନ୍ତି I
# Jesus said to them
ଏହା ଅସ୍ପଷ୍ଟ ଯେ ଯୀଶୁ ନିମ୍ନୋକ୍ତ ପ୍ରଶ୍ନ ଗୁଡିକୁ କାହାକୁ ପଚାରିଲେ I ଯଦି “ସେଗୁଡିକୁ” ନିର୍ଦ୍ଧିଷ୍ଟଭାବେ ସ୍ପଷ୍ଟ କରିବା ଆବଶ୍ୟକ ହୁଏ, ସେହି ସମାନ ଶ୍ରୋତାମାନଙ୍କୁ ବ୍ୟବହାର କର ଯାହା ତୁମେ [ମାଥିଉ ୨୧:୨୪](../21/41.md)ରେ କରିଅଚ୍ଛ I
# Did you never read ... eyes'?
ଯୀଶୁ ଶାସ୍ତ୍ରର ଅର୍ଥ ସମ୍ବନ୍ଧରେ ତାହାଙ୍କ ଶ୍ରୋତାମାନଙ୍କୁ ଗଭୀରଭାବେ ଚିନ୍ତା କରିବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମେ ଯାହା ପାଠ କରିଅଛ ତାହାକୁ ଭାବି ଦେଖ … ଦୃଷ୍ଟିରେ I” (ଦେଖ: [[rc://*/ta/man/translate/figs-rquestion]])
# The stone which the builders rejected has been made the cornerstone
ଯୀଶୁ ଗୀତସଂହିତାରୁ ବାକ୍ୟ ଉଦ୍ଧୃତ କରୁଛନ୍ତି I ଏହା ଏକ ରୁପକ ଅଟେ ଯାହାର ଅର୍ଥ ଧାର୍ମିକ ନେତାମାନେ, ନିର୍ମାଣକାରୀ ପରି, ଯୀଶୁଙ୍କୁ ପ୍ରତ୍ୟାଖ୍ୟାନ କରିବେ, କିନ୍ତୁ ଈଶ୍ବର ତାହାଙ୍କୁ ରାଜ୍ୟରେ ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି କରିବେ, ଯେପରି ଅଟ୍ଟାଳିକାରେ କୋଣର ପ୍ରଧାନ ପ୍ରସ୍ତର ହେଲା I (ଦେଖ: [[rc://*/ta/man/translate/figs-metaphor]])
# has been made the cornerstone
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “କୋଣର ପ୍ରଧାନ ପ୍ରସ୍ତର ହେଲେ” (ଦେଖ: [[rc://*/ta/man/translate/figs-activepassive]])
# This was from the Lord
ପ୍ରଭୁ ଏହି ମହାନ ପରିବର୍ତ୍ତନର କାରଣ ହୁଅନ୍ତି
# it is marvelous in our eyes
ଏଠାରେ “ତୁମ୍ଭମାନଙ୍କ ଦୃଷ୍ଟିରେ” ଦେଖିବାକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଏହା ଦେଖିବା ନିମନ୍ତେ ଆଶ୍ଚର୍ଯ୍ୟଜନକ ଅଟେ” (ଦେଖ: [[rc://*/ta/man/translate/figs-metonymy]])