or_tn/mat/21/31.md

2.0 KiB
Raw Permalink Blame History

They said

ପ୍ରଧାନ ଯାଜକ ଓ ପ୍ରାଚୀନମାନେ କହିଲେ

Jesus said to them

ଯୀଶୁ ପ୍ରାଧାନଯାଜକ ଓ ପ୍ରାଚୀନମାନଙ୍କୁ କହିଲେ

Truly I say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହି ବାକ୍ୟାଂଶ ଯୀଶୁଙ୍କ ପରବର୍ତ୍ତୀ ଶିକ୍ଷାର ଗାମ୍ଭିର୍ଯ୍ୟତାକୁ ଗୁରୁତ୍ବାରୋପ କରେ I

the tax collectors and the prostitutes will enter the kingdom of God before you do

ଏଠାରେ “ଈଶ୍ବରଙ୍କ ରାଜ୍ୟ” ରାଜାଭାବେ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଯେତେବେଳେ ପୃଥିବୀରେ ତାହାଙ୍କ ରାଜ୍ୟ ସ୍ଥାପନ କରିବେ, ତୁମ୍ଭମାନଙ୍କ ନିମନ୍ତେ ଯାହା କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି ସେଥିରେ ସହମତି ହେବା ପୂର୍ବରୁ ସେ କରଗ୍ରାହୀ ଓ ବେଶ୍ୟାମାନଙ୍କୁ ଆଶୀର୍ବାଦ କରିବେ ସେମାନଙ୍କୁ ଶାସନ କରିବେ” (ଦେଖ: rc://*/ta/man/translate/figs-metonymy)

before you do

ସାମ୍ଭାବିତ ଅର୍ଥଗୁଡିକ ୧) ଯିହୁଦୀ ଧାର୍ମିକ ନେତାମାନଙ୍କୁ ଗ୍ରହଣ କରିବା ଅପେକ୍ଷା ଈଶ୍ବର କରଗ୍ରାହୀ ଓ ବେଶ୍ୟାମାନଙ୍କୁ ଶୀଘ୍ର ଗ୍ରହଣ କରିବେ, କିମ୍ବା ) ଯିହୁଦୀ ଧାର୍ମିକନେତାମାନଙ୍କୁ ଗ୍ରହଣ କରିବା ପରିବର୍ତ୍ତେ ସେ କରଗ୍ରାହୀ ଓ ବେଶ୍ୟାମାନଙ୍କୁ ଗ୍ରହଣ କରିବେ I