or_tn/mat/21/26.md

12 lines
1019 B
Markdown

# But if we say, 'From men,'
ଏହା ଉଦ୍ଧୃତ ବାକ୍ୟମଧ୍ୟରେ ଅନ୍ୟ ଏକ ଉଦ୍ଧୃତ ବାକ୍ୟ ଅଟେ I ତୁମେ ପରୋକ୍ଷ ଉଦ୍ଧୃତ ବାକ୍ୟକୁ ପ୍ରତ୍ୟେକ୍ଷ ଉଦ୍ଧୃତ ବାକ୍ୟଭାବରେ ଅନୁବାଦ କରି ପାର I ଅନ୍ୟ ଏକ ଅନୁବାଦରେ: “ଯଦି ଆମ୍ଭେ କହୁ ଯୋହନ ମନୁଷ୍ୟଠାରୁ ଅଧିକାର ପାଇଥିଲା” (ଦେଖ: [[rc://*/ta/man/translate/figs-quotesinquotes]] ଓ [[rc://*/ta/man/translate/figs-quotations]])
# we fear the crowd
ଆମ୍ଭେମାନେ ଭୟ କରୁ ଯେ ଲୋକସମୁହ ଆମ୍ଭକୁ କଅଣ ଭାବିବେ କିମ୍ବା ଆମ୍ଭମାନଙ୍କ ପ୍ରତି କରିବେ
# they all view John as a prophet
ସେମାନେ ଯୋହନଙ୍କୁ ଜଣେ ଭାବବାଦୀ ବିଶ୍ବାସ କରୁଥିଲେ