or_tn/mat/21/02.md

775 B

a donkey tied up

ତୁମେ ଏହାକୁ କର୍ତ୍ତୁବାଚ୍ୟ ଆକାରରେ କହିପାରିବ I ଅନ୍ୟ ଏକ ଅନୁବାଦରେ: “ବନ୍ଧା ହୋଇଥିବା ଗୋଟିଏ ଗର୍ଦ୍ଧଭୀକୁ ଦେଖିବ” (ଦେଖ: rc://*/ta/man/translate/figs-activepassive)

tied up there

କିପରି ଗଧ ବନ୍ଧା ହୋଇଅଛି ତୁମେ ଏହାକୁ ସ୍ପଷ୍ଟ କରିପାର I ଅନ୍ୟ ଏକ ଅନୁବାଦରେ: “ବନ୍ଧା ହୋଇଥିବା ଦେଖିବ” କିମ୍ବା “ଗୋଟିଏ ଗଛରେ ବନ୍ଧା ହୋଇଥିବ” (ଦେଖ: rc://*/ta/man/translate/figs-explicit)

colt

ଯୁବା ଶାବକ