or_tn/mat/20/33.md

861 B

that our eyes may be opened

ବ୍ୟକ୍ତି କହିବାକୁ ଲାଗିଲେ ଯେପରି ଆମ୍ଭମାନଙ୍କର ଚକ୍ଷୁ ଫିଟିଯାଏ ଯେପରି ଆମ୍ଭେମାନେ ଦେଖି ପାରିବୁ I ଯେହେତୁ ଯୀଶୁଙ୍କ ପୂର୍ବ ପ୍ରଶ୍ନରୁ, ଆମ୍ଭେମାନେ ବୁଝିପାରୁ ଯେ ସେମାନେ ସେମାନଙ୍କ ଇଚ୍ଛାକୁ ପ୍ରକାଶ କଲେ I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଚାହୁଁ ଯେ ତୁମେ ଆମର ଆଖି ଖୋଲି ଦିଅ” କିମ୍ବା “ଯେପରି ଆମ୍ଭେମାନେ ଦେଖି ପାରିବୁ” (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-ellipsis]])