or_tn/mat/20/13.md

20 lines
1.2 KiB
Markdown

#
ଯୀଶୁ ଦୃଷ୍ଟାନ୍ତ କହିବା ଜାରି ରଖିଛନ୍ତି I (ଦେଖ: [[rc://*/ta/man/translate/figs-parables]])
# one of them
ଦୀର୍ଘ ସମୟ କାର୍ଯ୍ୟ କରିଥିବା ମୁଲିଆମାନଙ୍କ ମଧ୍ୟରୁ ଜଣେ
# Friend
ଜଣେ ଲୋକ ଏପରି ଶବ୍ଦ ବ୍ୟବହାର କଲେ ଯେପରି ଜଣେ ଲୋକ ନମ୍ର ସହକାରେ ଧମକ ଦିଏ I
# Did you not agree with me for one denarius?
ଯେଉଁମାନେ ବଚସା କରୁଥିଲେ ସେମାନଙ୍କୁ ଧମକ ଦେଇ ଗୃହକର୍ତ୍ତା ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଚୁକ୍ତି କରିସାରିଛୁ ଯେ ମୁଁ ତୁମକୁ ଆଠଅଣା ଦେବି I” (ଦେଖ: [[rc://*/ta/man/translate/figs-rquestion]])
# one denarius
ସେହି ସମୟରେ ଏହା ଦିନ ମଜୁରି ଥିଲା I ଅନ୍ୟ ଏକ ଅନୁବାଦରେ: “ଦିନକର ମଜୁରୀ” (ଦେଖ: [[rc://*/ta/man/translate/translate-bmoney]])