or_tn/mat/20/03.md

912 B

ଯୀଶୁ ଦୃଷ୍ଟାନ୍ତ କହିବା ଜାରି ରଖିଛନ୍ତି I (ଦେଖ: rc://*/ta/man/translate/figs-parables)

He went out again

ଗୃହକର୍ତ୍ତା ପୁଣି ବାହାରକୁ ଗଲେ

the third hour

ତିନିଟା ସମୟ ବା ସକାଳ ୯ ଘଣ୍ଟା ସମୟ I (ଦେଖ: rc://*/ta/man/translate/translate-ordinal)

standing idle in the marketplace

ନିଷ୍କର୍ମୀ ହୋଇ ବାଜାରରେ ଠିଆ ହୋଇଥିବା ଦେଖି କିମ୍ବା “କୌଣସି କାର୍ଯ୍ୟ ନପାଇ ବଜାରରେ ଠିଆ ହୋଇଥିବା ଦେଖି”

marketplace

ବିସ୍ତୃତ, ଖୋଲା ପଡିଆ ଯେଉଁଠାରେ ଲୋକମାନେ ଖାଦ୍ୟ ଓ ଅନ୍ୟ ସାମଗ୍ରୀ କ୍ରୟବିକ୍ରୟ କରନ୍ତି