or_tn/mat/18/35.md

1.5 KiB

my heavenly Father

ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ସଜ୍ଞା ଅଟେ ଯାହା ଯୀଶୁ ଓ ଈଶ୍ବରଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣନା କରେ I (ଦେଖ: rc://*/ta/man/translate/guidelines-sonofgodprinciples)

to you ... your

ଏହି ଶବ୍ଦଗୁଡିକର ସମସ୍ତ ବ୍ୟବହାର ବହୁବଚନ ଅଟେ I ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହୁଛନ୍ତି, କିନ୍ତୁ ଏହି ଦୃଷ୍ଟାନ୍ତ ଏକ ନିରାଟ ସତ୍ୟକୁ ଶିକ୍ଷା ଦିଏ ଯାହା ସମସ୍ତ ବିଶ୍ବାସୀମାନଙ୍କ ନିମନ୍ତେ ଉପଯୋଗୀ ଅଟେ I (ଦେଖ: rc://*/ta/man/translate/figs-you)

from your heart

ଏଠାରେ “ହୃଦୟ” ବ୍ୟକ୍ତିର ଆନ୍ତରିକ ପୁରୁଷ ନିମନ୍ତେ ଲକ୍ଷଣ ସୁଚକ ଶବ୍ଦ ଅଟେ I “ଅନ୍ତର ସହ” ବାକ୍ୟାଂଶ ଏକ ରୁଢି ଅଟେ ଯାହାର ଅର୍ଥ “ଆଜ୍ଞାଧିନ I” ଅନ୍ୟ ଏକ ଅନୁବାଦରେ: “ଅଜ୍ଞାଧିନ” କିମ୍ବା “ସମ୍ପୁର୍ଣ୍ଣ ଭାବେ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-idiom]])