or_tn/mat/18/22.md

501 B

seventy times seven

ସାମ୍ଭାବିତ ଅର୍ଥଗୁଡିକ ୧) “୭୦ ଗୁଣ ୭ ଥର” କିମ୍ବା 2) “୭୭ ଥର I” ଯଦି ସଂଖ୍ୟାର ବ୍ୟବହାର ଦ୍ବନ୍ଦ କରେ, ତୁମେ ଏହାକୁ “ଅଗଣିତ ଥର” କିମ୍ବା “ସର୍ବଦା ତାହାଙ୍କୁ କ୍ଷମା କର” ଅନୁବାଦ କରିପାରିବ I (ଦେଖ: rc://*/ta/man/translate/translate-numbers)