or_tn/mat/18/20.md

641 B

two or three

ଏହା ସୁଚାଏ ଯେ ଯୀଶୁଙ୍କ ଅର୍ଥରେ “ଦୁଇ ବା ତତୋଧିକ” କିମ୍ବା “ଅତି କମରେ ଦୁଇଜଣ I” (ଦେଖ: rc://*/ta/man/translate/figs-explicit)

are gathered

ମିଶି

in my name

ଏଠାରେ “ନାମ” ସମ୍ପୁର୍ଣ୍ଣ ବ୍ୟକ୍ତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ମୋ ସକାଶେ” କିମ୍ବା “ଯେହେତୁ ସେମାନେ ମୋହର ଶିଷ୍ୟମାନେ” (ଦେଖ: rc://*/ta/man/translate/figs-metonymy)