or_tn/mat/18/12.md

1.6 KiB

Connecting Statement:

ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ଛୋଟ ପିଲାର ଦୃଷ୍ଟାନ୍ତ ବ୍ୟବହାର କରୁଛନ୍ତି ଓ ଈଶ୍ବର ଲୋକମାନଙ୍କର ଯତ୍ନ କିପରି ନିଅନ୍ତି ଦୃଷ୍ଟାନ୍ତ ମାଧ୍ୟମରେ କହନ୍ତି I

What do you think?

ଯୀଶୁ ଲୋକମାନଙ୍କର ଧ୍ୟାନ ଆକର୍ଷଣ କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଲୋକମାନଙ୍କ କାର୍ଯ୍ୟକଳାପ ଉପରେ ଧ୍ୟାନ ଦିଅ” କିମ୍ବା “ଏହି ବିଷୟରେ ଚିନ୍ତା କର I” (ଦେଖ: rc://*/ta/man/translate/figs-rquestion)

you

ଏହି ବାକ୍ୟଗୁଡିକ ବହୁବଚନ ଅଟେ I (ଦେଖ: rc://*/ta/man/translate/figs-you)

a hundred ... ninety-nine

୧୦୦ … ୯୯ (ଦେଖ: rc://*/ta/man/translate/translate-numbers)

does he not leave ... astray?

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: ସେ ସର୍ବଦା ତ୍ୟାଗ କରିବେ … ଦୁରେଇ ଯିବେ” (ଦେଖ: rc://*/ta/man/translate/figs-rquestion)