or_tn/mat/18/09.md

1.9 KiB

If your eye causes you to stumble, pluck it out and throw it away from you

ଚକ୍ଷୁ ବିନଷ୍ଟ କରିବା ନିମନ୍ତେ ଆଦେଶ, ସମ୍ଭବତଃ ଶରୀରର ସବୁଠାରୁ ପ୍ରଧାନ ଅଙ୍ଗ ଅଟେ, ହୁଏତ ଏହା ଶ୍ରୋତାମାନଙ୍କ ଚେତନା ଦିଏ ଯେ ଯାହା ସେମାନଙ୍କୁ ପାପ କରିବାକୁ ପ୍ରବର୍ତାଏ ସେଗୁଡିକୁ ବାହାର କରିବା ନିତାନ୍ତ ଆବଶ୍ୟକ ଅଟେ I (ଦେଖ: rc://*/ta/man/translate/figs-hyperbole)

causes you to stumble

ଏଠାରେ “ବିଘ୍ନ” ପାପ ନିମନ୍ତେ ଏକ ରୁପକ ଅଟେ I ଅନ୍ୟ ଏକ ଅନୁବାଦରେ: “ତୁମକୁ ପାପ କରିବାର କାରଣ ହୁଏ” (ଦେଖ: rc://*/ta/man/translate/figs-metaphor)

your ... you

ଏହି ସମସ୍ତ ଶବ୍ଦଗୁଡିକର ବ୍ୟବହାର ଏକବଚନ ଅଟେ I ଯୀଶୁ ସାଧାରଣରେ ସମସ୍ତ ଲୋକମାନଙ୍କୁ କହୁଛନ୍ତି I ଏହା ତୁମ ଅନୁବାଦରେ “ତୁମେ”ର ବହୁବଚନରେ ଅନୁବାଦ କରିବା ହୁଏତ ଭାଷାରେ ପ୍ରାକୃତିକ ହୋଇପାରେ I (ଦେଖ: rc://*/ta/man/translate/figs-you)

into life

ଜୀବନରେ ପ୍ରବେଶ କରିବ

than to be thrown into the eternal fire having both eyes

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ପୁଣି ଉଭୟ ଚକ୍ଷୁ ଯେତେବେଳେ ଈଶ୍ବର ଅନନ୍ତ ଅଗ୍ନିରେ ନିକ୍ଷେପ କରିବେ” (ଦେଖ: rc://*/ta/man/translate/figs-activepassive)