or_tn/mat/18/06.md

808 B

a great millstone should be hung about his neck, and that he should be sunk into the depths of the sea

ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଯଦି କେହିଜଣେ ଗୋଟିଏ ବଡ଼ ଚକି ପଥର ବେକରେ ଟାଙ୍ଗେ ଓ ମହାସାଗର ମଧ୍ୟରେ ତାହାକୁ ବୁଡାଇ ଦିଏ” (ଦେଖ: rc://*/ta/man/translate/figs-activepassive)

millstone

ଏହା ବିସ୍ତୃତ, ଓଜନିଆ, ଗୋଲ (ଚକି) ପଥର ଗହମ ଶସ୍ୟକୁ ଅଟା କରିବା ନିମନ୍ତେ ପେଶା ଯାଏ I ଅନ୍ୟ ଏକ ଅନୁବାଦରେ: “ଓଜନିଆ ପଥର”