or_tn/mat/18/04.md

12 lines
1.4 KiB
Markdown

#
ଯୀଶୁ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ଜାରି ରଖିଛନ୍ତି ଯେ ସେମାନେ ସାନପିଲା ପରି ନମ୍ର ହେବା ଆବଶ୍ବକ ଅଟେ’ ଯଦି ସେମାନେ ଈଶ୍ବରଙ୍କ ରାଜ୍ୟରେ ଶ୍ରେଷ୍ଠ ହେବା ଚାହାନ୍ତି I (ଦେଖ: [[rc://*/ta/man/translate/figs-simile]])
# is the greatest
ଏହା ସବୁଠାରୁ ଗୁରୁତ୍ବପୁର୍ଣ୍ଣ ଅଟେ କିମ୍ବା “ଏହା ହିଁ ଗୁରୁତ୍ବପୁର୍ଣ୍ଣ ଅଟେ”
# in the kingdom of heaven
“ସ୍ବର୍ଗରାଜ୍ୟ” ବାକ୍ୟାଂଶ ଈଶ୍ବରଙ୍କ ରାଜତ୍ବକୁ ବୁଝାଏ I ଏହି ବାକ୍ୟାଂଶ କେବଳ ମାଥିଉ ପୁସ୍ତକରେ ବ୍ୟବହାର ହୋଇଛି I ଯଦି ସମ୍ଭବ ହୁଏ, “ସ୍ବର୍ଗ” ଶବ୍ଦକୁ ତୁମ ଅନୁବାଦରେ ବ୍ୟବହାର କର I ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ରାଜ୍ୟରେ” କିମ୍ବା “ଯେଉଁ ସମୟରେ ଆମ୍ଭମାନଙ୍କ ସ୍ବର୍ଗସ୍ଥ ପିତା ପୃଥିବୀରେ ତାହାଙ୍କ ରାଜତ୍ବ ସ୍ଥାପନ କରିବେ” (ଦେଖ: [[rc://*/ta/man/translate/figs-metonymy]])