or_tn/mat/17/intro.md

2.0 KiB

ମାଥିଉ ୧୭ ସାଧାରଣ ସୂଚନା

ଏହି ଅଧ୍ୟାୟରେ ବିଶେଷ ଧାରଣା

ଏଲିୟ

ଯୀଶୁଙ୍କ ଜନ୍ମ ପୂର୍ବରୁ ପୁରାତନ ନିୟମର ମଲାଖୀ ଭାବବାଦୀ ବାସ କରୁଥିଲେ I ମଲାଖୀ କହିଥିଲେ ଯେ ମସିହଙ୍କର ଆଗମନ ପୂର୍ବରୁ ଭାବବାଦୀ ଏଲିୟଙ୍କର ଆଗମନ ହେବ I ମଲାଖୀ ଭାବବାଦୀ ଯାହାଙ୍କ ବିଷୟରେ କହିଥିଲେ ସେ ହେଉଛନ୍ତି ବାପ୍ତିଜକ ଯୋହନ ଯାହା ଯୀଶୁ ବର୍ଣ୍ଣନା କହିଲେ I ଯୀଶୁ କହିଲେ ଏହାର କାରଣ କହିଲେ ଯେ ମଲାଖୀ ଯେପରି କହିଥିଲେ ଏଲିୟ ଏପରି କରିବେ ସେହିପରି ବାପ୍ତିଜକ ଯୋହନ କଲେ I (ଦେଖ: [[rc:///tw/dict/bible/kt/prophet]] ଓ [[rc:///tw/dict/bible/kt/christ]])

“ରୁପାନ୍ତରିତ”

ଶାସ୍ତ୍ରରେ ବାରମ୍ବାର ଈଶ୍ବରଙ୍କର ମହିମାକୁ ମହାନ, ତେଜୋସ୍ବୀ ଆଲୋକ ଭାବେ ପ୍ରକାଶ କରେ I ଯେତେବେଳେ ଲୋକମାନେ ସେହି ଆଲୋକ ଦେଖିବେ, ସେମାନେ ଭୟଭିତ ହେବେ I ମାଥିଉ ଏହି ଅଧ୍ୟାୟରେ ପ୍ରକାଶ କରୁଛନ୍ତି ଯେ ଯୀଶୁଙ୍କ ଶରୀର ଏହି ଆଲୋକରେ ଆଲୋକିତ ଦେଖାଗଲା ଯେପରି ତାହାଙ୍କ ଅନୁଗମନକାରୀ ଦେଖିବେ ଯେ ଯୀଶୁ ପ୍ରକୃତରେ ଈଶ୍ବରଙ୍କ ପୁତ୍ର ଥିଲେ I ଏକା ସମୟରେ, ଈଶ୍ବର ସେମାନଙ୍କୁ କହିଲେ ଯେ ଯୀଶୁ ତାହାଙ୍କ ପୁତ୍ର ଥିଲେ I (ଦେଖ: [[rc:///tw/dict/bible/kt/glory]] ଓ [[rc:///tw/dict/bible/kt/fear]])