or_tn/mat/17/24.md

802 B

Connecting Statement:

ଏଠାରେ ପୁନର୍ବାର ଦୃଶ୍ୟରେ ପରିବର୍ତ୍ତନ ହୁଏ ଯେତେବେଳେ ଯୀଶୁ ପିତରକୁ ମନ୍ଦିର କର ବିଷୟରେ ଶିକ୍ଷା ଦେଲେ I

When they

ଯେତେବେଳେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ

the two-drachma tax

ଏହା କର ଥିଲା ଯାହା ଯିରୁଶାଲମ ମନ୍ଦିରକୁ ସାହାଯ୍ୟ କରିବା ନିମନ୍ତେ ଯିହୁଦୀ ଲୋକମାନେ କର ଦେଉଥିଲେ I ଅନ୍ୟ ଏକ ଅନୁବାଦରେ: “ମନ୍ଦିର କର” (ଦେଖ: [[rc:///ta/man/translate/translate-bmoney]] ଓ [[rc:///ta/man/translate/figs-explicit]])