or_tn/mat/17/23.md

1.0 KiB

him ... he

ଯୀଶୁ ଆପଣାକୁ ତୃତୀୟ ବଚନରେ ସୁଚିତ କରୁଛନ୍ତି I (ଦେଖ: rc://*/ta/man/translate/figs-123person)

third day

ତୃତୀୟ ଏକ “ତିନି”ର କ୍ରମାନ୍ବୟ ସଂଖ୍ୟା ଅଟେ I (ଦେଖ: rc://*/ta/man/translate/translate-ordinal)

he will be raised up

ଏଠାରେ ଉଥିତ ହେବା ଏକ ରୁଢି ଅଟେ ଯାହାର ଅର୍ଥ ଜଣେ ମୃତ୍ୟୁରୁ ପୁନର୍ବାର ଜୀବନ ପାଇବାର କାରଣ ଅଟେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ମୃତ୍ୟୁରୁ ଉଥିତ କରିବେ” କିମ୍ବା “ଈଶ୍ବର ତାହାଙ୍କୁ ପୁନର୍ବାର ଜୀବନ ଦେବେ” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-idiom]])