or_tn/mat/17/20.md

1.3 KiB

For I truly say to you

ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି I ଏହା ଯୀଶୁ ପରବର୍ତ୍ତୀ କଅଣ କହିବେ ତାହାର ଗୁରୁତ୍ବାରୋପ କରେ I

if you have faith even as small as a grain of mustard seed

ଯୀଶୁ ସୋରିଷ ଦାନା ସହିତ ଆଶ୍ଚର୍ଯ୍ୟ କର୍ମ କରିବା ନିମନ୍ତେ କେତେ ପରିମାଣ ବିଶ୍ବାସ ଆବଶ୍ୟକ ତାହା ତୁଳନା କରୁଛନ୍ତି I ସୋରିଷ ଦାନା ବହୁତ ଛୋଟ, କିନ୍ତୁ ଏହା ବୃଦ୍ଧି ପାଇ ଗୋଟିଏ ଗଛ ହୋଇ ବୃଦ୍ଧି ପାଏ I ଏହାର ଅର୍ଥ ଯୀଶୁ କହନ୍ତି ଗୋଟିଏ ମହତ ଆଶ୍ଚର୍ଯ୍ୟ କର୍ମ କରିବା ନିମନ୍ତେ ଅଳ୍ପ ପରିମାଣ ବିଶାସ ଆବଶ୍ୟକ ଅଟେ I (ଦେଖ: rc://*/ta/man/translate/figs-simile)

nothing will be impossible for you

ଏହାକୁ ଆସ୍ତିକ ବଚନରେ କୁହାଯାଇପାରିବ I ଅନ୍ୟ ଏକ ଅନୁବାଦରେ: “ତୁମେ କରିବାକୁ ସକ୍ଷମ ହେବ” (ଦେଖ: rc://*/ta/man/translate/figs-litotes)