or_tn/mat/17/17.md

749 B

Unbelieving and corrupt generation, how

ଏହି ବଂଶ ଈଶ୍ବରଙ୍କୁ ବିଶ୍ବାସ କରେ ନାହିଁ ଓ ଠିକ କଅଣ ବା ଭୁଲ କଅଣ ଜାଣନ୍ତି ନାହିଁ I କିପରି

how long will I have to stay with you? How long must I bear with you?

ଏହି ପ୍ରଶ୍ନ ଦର୍ଶାଏ ଯେ ଯୀଶୁ ଲୋକମାନଙ୍କ ପ୍ରତି ସନ୍ତୁଷ୍ଟ ନଥିଲେ I ଅନ୍ୟ ଏକ ଅନୁବାଦରେ: “କେତେକାଳ ମୁଁ କେତେକାଳ ତୁମ୍ଭମାନଙ୍କ ଅବିଶ୍ବାସ ଓ ଭ୍ରଷ୍ଟାଚାର ସହିବି !” (ଦେଖ: rc://*/ta/man/translate/figs-rquestion)